ସମାଜ ପାଇଁ ପ୍ରେରଣା ଆଇଏଏସ୍‌ ଈରା ସିଂଘଲ

ନୂଆଦିଲ୍ଲୀ: କୁହାଯାଏ ଅଧିକାଂଶ ସଫଳ ଲୋକଙ୍କ କାହାଣୀ ସଂଘର୍ଷରୁ ଆରମ୍ଭ ହୋଇଥାଏ। ତାହା କିଛି ମାତ୍ରାରେ ସତ ନିଶ୍ଚୟ। ଆମେ ଆଜି ଜଣେ ସେମିତି ସଫଳ ଆଇଏଏସ୍‌ଙ୍କ ବିଷୟରେ କହିବୁ, ଯାହାଙ୍କ କଥା ଶୁଣିଲେ ଆପଣଙ୍କର ତାଙ୍କ ପ୍ରତି ସମ୍ମାନ ଢେର୍‌ ଅଧିକ ବଢ଼ିଯିବ। ଆମେ କହୁଛୁ ଦିଲ୍ଳୀର ଡିପି କମିସନର ହୋଇ ସାରିଥିବା ଆଇଏଏସ୍‌ ଈରା ସିଂଘଲଙ୍କ ବିଷୟରେ। ଏବେ ସେ ଅରୁଣାଚଳ ପ୍ରଦେଶର ନିଯୁକ୍ତି ହୋଇ ନିଜର … Continue reading ସମାଜ ପାଇଁ ପ୍ରେରଣା ଆଇଏଏସ୍‌ ଈରା ସିଂଘଲ